(ବର୍ଷା ତୁଇ ଜଲଦି ଆ )
ଚିନ୍ମୟୀ ବାବୁ
ଆକାଶୁ ଝରୁଛେ ଖରା ବହୁତ
ଭଟାକେ ବାହାରଲେ ହୋଇଯିବା ଅଂଶୁଘାତ
କେତେ ଆଉ ଘର ଭିତରେ ବୁଡ଼ବୁଡି ହେବୁ କହତ
କୁଲରନୁ ବି ବାହାରୁଛେ ତତଲା ପବନ
ସେଟାବି ଆଉ ସହି ନାଇଁ ହେବାରନ
ଆରେ ବର୍ଷା ଆ ଇ ଧରତୀ କେ ଶୀତଲ କରି ଯା
ରାତି ଆସୁଛୁ ସକାଲେ ଫେର ପଲେଇ ଯାଉଛୁ
ଡହକ ବିକଲ ହେଲାନ ମୁନୁଷ
କେନ୍ତା କରବା କହତ
ବର୍ଷା ତୁଇ ଜଲଦି ଆ ତ
ବର୍ଷା ତୁଇ ଜଲଦି ଆ ତ........
ନାମ _ ଚିନ୍ମୟୀ ବାବୁ
ଡକ୍ଟର ଝସକେତନ ସାହୁ ମହାବିଦ୍ୟାଳୟ ପରମାଣପୁର ର ଅଧ୍ୟାପିକା
Tags
redhakhol
redhakhol news live
sambalpur news
sambalpuri Kavita
Technology
देश
बिदेश
लोकल खबरे
କବିତା
ରେଢ଼ାଖୋଲ
