ଯୁଯୋମୁରା,(REDHAKHOL NEWS LIVE ): କେଶାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋଲଗାଁରେ ୭୪ ତମ ବନ ମହୋତ୍ସବ ଉପଲକ୍ଷେ କୋଲଗାଁ ସେକ୍ସନରେ ଫରେଷ୍ଟର ପ୍ରଫୁଲ୍ଲ ରଞ୍ଜନ ବରଵା ଓ ଫରେଷ୍ଟ ଗାର୍ଡ ଶ୍ୟାମସୁନ୍ଦର ପାଲଙ୍କ ଉପସ୍ଥିତିରେ ପାଳନ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବରେ କେଶାପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ରିତାଞ୍ଜଳି ନାଏକ, ପଞ୍ଚାୟତ ସମିତି ସଭ୍ୟ ସଞ୍ଜିତା ପ୍ରଧାନ, ସମାଜସେବୀ ଦୀପକ ବିଶ୍ବାଳ ସମେତ ମୁଖ୍ୟ ସହଯୋଗୀ ମଣ୍ଟୁ ପ୍ରଧାନ, ଓମ୍ ପ୍ରକାଶ ସାମନ୍ତରାୟ, ତପନ ମାହାକୁଡ ଓ ଅଶ୍ବିନୀ ପ୍ରଧାନ ସହଯୋଗ କରିଥିଲେ।
Tags
redhakhol
redhakhol news live
sambalpur news
sambalpuri Kavita
क्राइम
खेल
बिज़नेस
लोकल खबरे
समाचार
ରେଢ଼ାଖୋଲ
